ଅଗଷ୍ଟ ୧୦ ପୂର୍ବରୁ ରୁଷିଆ ଛାଡ଼ିବ ବିଶ୍ବର ପ୍ରଥମ କୋଭିଡ୍‌ ଟିକା

ମସ୍କୋ: ବିଶ୍ବରେ ଅଦ୍ୟାବଧି କୋଟିଏ ୭୦ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରିବା ସହ ୬ ଲକ୍ଷ ୬୫ ହଜାରରୁ ଅଧିକ ମୃତ୍ୟୁର କାରଣ ସାଜିଥିବା ମହାମାରୀ କୋଭିଡ୍‌-୧୯ର ମୁକାବିଲା ପାଇଁ ରୁଷିଆ ଆଗାମୀ ଦୁଇ ସପ୍ତାହ ଭିତରେ ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ ଏକ ଟିକାର ସାର୍ବଜନୀନ ବ୍ୟବହାର କରାଇବ ବୋଲି ଜଣାଯାଇଛି। ଦେଶର ସରକାରୀ ପ୍ରତିଷ୍ଠାନ ଗମାଲେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏପିଡର୍ମିଓଲୋଜି ଆଣ୍ଡ୍‌ ମାଇକ୍ରୋବାୟୋଲୋଜି ଦ୍ବାରା ପ୍ରସ୍ତୁତ ଉକ୍ତ … Continue reading ଅଗଷ୍ଟ ୧୦ ପୂର୍ବରୁ ରୁଷିଆ ଛାଡ଼ିବ ବିଶ୍ବର ପ୍ରଥମ କୋଭିଡ୍‌ ଟିକା